ଟଙ୍କା ଦେଲେ ସରକାରୀ କ୍ୱାରେଂଟାଇନ୍ ସେଂଟରରେ ରହିବ

ଖୋର୍ଦ୍ଧା: ବିଦେଶ ଫେରନ୍ତା ପ୍ରବାସୀ ଓଡିଆଙ୍କୁ ସରକାରୀ କ୍ୱାରେଂଟାଇନ୍ ସେଂଟରରେ ରହିବାକୁ ହେଲେ ଟଙ୍କା ଦେବାକୁ ପଡିବ । ଏବଂ ଟଙ୍କା ନଦେଲେ ରହିବାକୁ ଅନୁମତି ମିଳିବ ନାହିଁ ବୋଲି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଜରିପଡା ପଂଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଜୟ କୁମାର ରାୟଗୁରୁ କହିଛନ୍ତି । ସେ କୋଭିଡ ସେଂଟର ଦାୟିତ୍ୱରେ ଅଛନ୍ତି । ତାଙ୍କର ଏହି ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଜୋରରେ ଭାଇରାଲ୍ ହେବାରେ ଲାଗିଛି । ସାହୁ ଭିଡିଓରେ କହୁଥିବାର ଦେଖିବାକୁ ମିଳିଛି ୧୬ ଦିନ ରହିବା ପାଇଁ ଦୈନିକ ୧୨୦ ଟଙ୍କା ହିସାବରେ ୧୯ ଶହ ୨୦ ଟଙ୍କା ଏବଂ ସାମଗ୍ରୀ ବ୍ୟବହାର ବାବଦକୁ ୧ ହଜାର ଟଙ୍କା ଦେବାକୁ ପଡିବ

Leave A Reply

Your email address will not be published.

five − two =