କ୍ୟାପିଟାଲ ଥାନାର ୪ ପୋଲିସ କର୍ମଚାରୀ ଓ ୨ ହୋମଗାର୍ଡ କରୋନାରେ ଆକ୍ରାନ୍ତ


ଭୁବନେଶ୍ୱର- ଭୁବନେଶ୍ୱର କ୍ୟାପିଟାଲ ଥାନାର ୪ ପୋଲିସ କର୍ମଚାରୀ ଓ ୨ ହୋମଗାର୍ଡ କରୋନାରେ ଆକ୍ରାନ୍ତ । ଥାନାର ୬ କର୍ମଚାରୀଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ଅନ୍ୟ ସମସ୍ତ କର୍ମଚାରୀ ଓ ଆଇଆଇସି ଓ ଆସିଷ୍ଟାଣ୍ଡ କିମଶନର ପୋଲିସ ହୋମକ୍ୱାରେଂନଟାଇରେ ରହିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ସଂକ୍ରମିତ ହୋମଗାର୍ଡ ୟୁନିଟ-୧ ମାର୍କେଟରେ ଡିୟୁଟି କରୁଥିଲେ, ଓ ଅନ୍ୟ ଜଣେ ମହିଳା କନେଷ୍ଟବଳ ଥାନାରେ ରହି କାମ କରୁଥିଲେ ।

Leave A Reply

Your email address will not be published.

18 − one =