ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓପିଡି ବନ୍ଦ


ଭଦ୍ରକ- ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଡାକ୍ତର କରୋନା ପଜିଟିଭ ଚିହ୍ନଟ ହେବପରେ ୪୭ ଘଂଟା ଭଦ୍ରକ ଓପିଡି ବନ୍ଦ ରଖିଛନ୍ତି ମେଡିକାଲ କର୍ତୃପକ୍ଷ । ଶୁକ୍ରବାର ରାତି ୮ରୁ ଓପଡି ସେବା ବନ୍ଦ ରହିଛି । ଏହା ଆସନ୍ତାକାଳି ରାତି ୮ ପର୍ଯ୍ୟନ୍ତ ଜାରି ରହିବ । ଓପିଡିରେ ସେବା ପାଉଥିବା ରୋଗୀଙ୍କୁ ଆଶୁ ବିଭାଗ ଓ ସର୍ଜରୀ ବିଭାଗରେ ଦେଖାଯିବାର ବ୍ୟବସ୍ଥା ରହିଛି ବୋଲି ସିଡିଏମଓ କହିଛନ୍ତି ।

Leave A Reply

Your email address will not be published.

eighteen + 3 =