ଫରୱାର୍ଡ ବ୍ଳକ୍ ପ୍ରତିବାଦ ରାଜ୍ୟ By Nyayabati Live Last updated May 16, 2020 24 0 ଭୁବନେଶ୍ୱର- କରାନା ପୀଡିତଙ୍କ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି । ମାତ୍ର ଏହା ପ୍ରକୃତ ଲୋକଙ୍କ ପାଖରେ ପଂହଚି ପାରୁ ନାହଁ ବୋଲି ଅଭିଯୋଗ କରି ଅଲ ଇଣ୍ଡିଆ ଫରୱାର୍ଡ ବ୍ଳକ ଓ ଓଡିଶା ରାଜ୍ୟ କମିଟି ପକ୍ଷରୁ ସାରା ରାଜ୍ୟରେ ପ୍ରତିବାଦ ଦିବସ ପାଳନ କରିଛି । 0 24 Share