ନିୟମିତ ବିଷୟରେ ସମାନ ଫି’ ବ୍ୟବସ୍ଥା

ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗ ଅଧୀନ ସମସ୍ତ ସରକାରୀ ଓ ସରକାର ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ନିୟମିତ ବିଷୟରେ ଏଣିକି ସମାନ ଫି’ ବ୍ୟବସ୍ଥା ଲାଗୁ ହେବ । କରିବାକୁ ନିଷ୍ପତି ହୋଇଛି । ଏବେ ରାଜ୍ୟର ଅଧିକାଂଶ ମହାବିଦ୍ୟାଳୟରେ ନିୟମିତ ବିଷୟ ଗୁଡ଼ିକ ପାଇଁ ଏକ ନିର୍ଦ୍ଧିଷ୍ଟ ଫି’ ବ୍ୟବସ୍ଥା ରହିବା ସହ ସେଲ୍ଫ ଫାଇନାନ୍ସିଂ ଭାବେ କୌଣିସ ନାମ ଲେଖାଯିବ ନାହିଁ । ଯଦି କୌଣସି ବିଷୟ ସେଲ୍ଫ ଫାଇନାନ୍ସିଂରେ ଚାଲୁଥିବ, ତେବେ ତାହା ଜାରି ରହିବ ବୋଲି ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ସମସ୍ତ ମହା ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଚିଠି ଲେଖି ଅବଗତ କରିଛନ୍ତି ।

Leave A Reply

Your email address will not be published.

three + 11 =