ହୀରାକୁଦର ୧୨ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବର୍ଷା ଜଳ


ସମ୍ବଲପୁର- ହୀରାକୁଦର ୧୨ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବର୍ଷା ଜଳ । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢି ଚାଲିଛି । ତେଣୁ ରବିବାର ୧୨ ଟି ଖୋଲାଯାଇଛି । ଡ୍ୟାମର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳ ଜଳସ୍ତର ୬୧୫,୪୧ ଫୁଟ୍ ରହିଛି । ଡ୍ୟାମ ମଧ୍ୟରୁ ୧,୯୩,୩୫୩ କ୍ୟୁସେକ ଜଳ ନିଷ୍କାସନ କରାଯାଉଥିବା ଡ୍ୟାମ କର୍ତୃପକ୍ଷ କହିଛନ୍ତି ।

Leave A Reply

Your email address will not be published.

three × five =