ସେପ୍ଟେମ୍ବରରେ ଜେଇଇ ମେନ ଓ ନିଟ


ନୂଆଦିଲ୍ଲୀ- ଆସନ୍ତା ସେପ୍ଟେମ୍ବର ମାସରେ ଜେଇଇ ମେନ ଓ ନିଟ ପରୀକ୍ଷା ହେବ ବେଲି ସୁପ୍ରିମକୋର୍ଟ କହିଛନ୍ତି । ମହାମାରୀ କରୋନା ପାଇଁ ଜେଇଇ ମେନ ଓ ନିଟ୍ ପରୀକ୍ଷାକୁ ଘୁଂଚାଇବା ପାଇଁ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ପରୀକ୍ଷା ସମୟରେ କୋଭିଡ ଗାଇଡଲାଇନକୁ କଡାକଡି ଭାବେ ପାଳନ କରିବାକୁ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ସୁପ୍ରିମକୋର୍ଟକୁ କହିଛନ୍ତି । ଯଦି ପରୀଡକ୍ଷା ବାତିଲ କରାଯାଏ ତେବେ ଛାତ୍ରଛାତ୍ରୀଙ୍କ କ୍ୟାରିୟର ଉପରେ ପ୍ରଭାବ ପକାଇବ । ସେପ୍ଟେମ୍ବର ୧ରୁ ୬ ଯାଏଁ ଜେଇଇ ପରୀକ୍ଷା , ୧୩ରେ ନିଟ୍ ପରୀକ୍ଷା ଓ୨୭ରୁ ଜେଇଇ ଆଡଭାନ୍ସ ।

Leave A Reply

Your email address will not be published.

2 × 5 =