ନୂଆଦିଲ୍ଲୀ- ଗୃହମନ୍ତ୍ରୀ ଅମିତ ଶାହଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପୁଣି ଥିରେ ଖରାପ ହୋଇଛି । ତାଙ୍କୁ ଦିଲ୍ଲୀ ଏମସରେ ଭର୍ତି କରାଯାଇଛି । ଗତ ଅଗଷ୍ଟ ୨ ତାରିଖରେ କରୋନାରେ ଆକ୍ରାନ୍ତ ହୋଇଥିଲେ ଶାହା । ତାଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ କିଛି ଦିନ ହୋମଆଇସୋଲେନରେ ରହିବାକୁ କୁଯାଯାଇଥିଲା । କିନ୍ତୁ ଆଜି ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ମେଡିକାଲରେ ଭର୍ତି କରାଯାଇଛି ।