ବିଏସଏଫ ମୁଖ୍ୟ ଭାବେ ନିଯୁକ୍ତି ହେଲେ ରାକେଶ ଆସ୍ଥାନା

ନୂଆଦିଲ୍ଲୀ- ୧୯୮୪ ବ୍ୟାଚର ଆଇପିଏସ ଅଫିସର ରାକେଶ ଆସ୍ଥାନା ବିଏସଏଫ ମୁଖ୍ୟ ଭାବେ ନିଯୁକ୍ତି ପାଇଛନ୍ତି । କ୍ୟାବିନେଟଏହି ପ୍ରସ୍ଥାବ ଉପରେ ମୋହର ମାରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାକେଶ ଆସ୍ଥାନକୁ ନିଯୁକ୍ତି ଦେଇଛନ୍ତି । ଗୁଜୁରାଟ କ୍ୟାଡର ଅଫିସର ରାକେଶ ୨୦୨୧ ଜୁଲାଇ ୩୧ ପର୍ଯ୍ୟନ୍ତ ବିଏସଏଫ ନିର୍ଦେଶକ ଭାବେ ଦାୟିତ୍ୱ ତୁଲାଇବେ । ଆସ୍ଥାନା ବର୍ତମାନ ପାଇଁ ବିସିଏସିର ଡିଜି, ଅତିରିକ୍ତ ଡିଜି ଓ ଏନସିବିର ଦାୟିତ୍ୱ ନେବେ । ସେ ଏବେ ମଧ୍ୟ ଏନସିବିର ଅତିରିକ୍ତ ନିର୍ଦେଶକ ଭାବେ କାର୍ଯ୍ୟ ତୁଲାଇଛନ୍ତି ।

Leave A Reply

Your email address will not be published.

three × four =