ଫିଲପିନ୍ସରେ ବଡଧରଣର ଭୂମିକମ୍ପ


ନୂଆଦିଲ୍ଲୀ-ଫିଲପିନ୍ସରେ ବଡଧରଣର ଭୂିମିକମ୍ପ ହୋଇଛି । ଏହାର ତ୍ରିବତା ଏତେ ଥିଲା ଯେ ୩ ମହଲା ଘର ଭୁଶୁଡି ପଡିଛି, ଓ ସହରର ସଡକ ଉପରେ ବଡ ବଡ ଫାଟକ ସୃଷ୍ଟି ହୋଇଛି । ରିଚର ସ୍କେଲରେ ଏହାର ତୀବତ୍ରା ୬.୫ ଥିବା ଜଣାପଡିଛି । ଭୁଶୁଡି ପଡିଥିବା ଘରେ ଅନେକ ଲୋକ ଫସି ରହିଛନ୍ତି । ହଜାର ହଜାର ଲୋକ ଘର ବାହାରେ ରହିଛନ୍ତି । ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହାତ ହୋଇଛନ୍ତି ।

Leave A Reply

Your email address will not be published.

17 − fifteen =