ଗୁରୁବାର ପ୍ରକାଶ ପାଇବ ସ୍ୱଛ ସର୍ବେକ୍ଷଣ-୨୦୨୦ ଫଳଫଳା


ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ଗୁରୁବାର ସ୍ୱଛ ସର୍ବେକ୍ଷଣ ଫଳାଫଳ ପ୍ରକାଶ କରିବେ । ଏହା ଦେଶର ପଂଚମ ସ୍ୱଛତା ସର୍ବେକ୍ଷଣ କାଯ୍ୟକ୍ରମ । ଏଥିରେ ୧୨୯ଟି ପୁରସ୍କାର ପ୍ରଦାନ କରାଯିବ । ପ୍ରଧାନମନ୍ତ୍ରୀ ଏହି ଅବସରରେ ବିଭିନ୍ନ ହିତାଧିକକାରୀ, ସ୍ୱଛାଗ୍ରହୀ ଓ ସଫେଇ କର୍ମଚାରୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିବେ । ସ୍ୱଛ ସର୍ବେକ୍ଷଣ ୨୦୨୦ ହେଉଛି ସ୍ୱଛତା କ୍ଷେତ୍ରରେ ବିଶ୍ୱର ସର୍ବବୃହତ ସର୍ବେକ୍ଷଣ, ଯେଉଁଥିରେ ୪ ହଜାର ୨୪୨ଟି ସହର, ୬୨ କ୍ୟାଂଟେନମେଂଟ ବୋର୍ଡ ଓ ୯୨ଟି ଗଙ୍ଗା ସହର ମଧ୍ୟରୁ ପୁରସ୍କୃତ ହେବାକୁ ଥିବା ସହରଗୁଡିକୁ ମନୋନୀତ କରାଯିବ । ଏଥିରେ ୧କୋଟି ୮୭ ଲକ୍ଷ ନାଗରିକ ଅଂଶଗ୍ରହଣ କରିଛନ୍ତି ।

Leave A Reply

Your email address will not be published.

six − three =