କରୋନାରୁ ଆରୋଗ୍ୟ ହୋଉଥିବା ଲୋକଙ୍କ ପୁଣି ଥରେ ସ୍ୱାସ୍ଥ୍ୟ ପରୀକ୍ଷା


ଭୁବନେଶ୍ୱର- କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ପୁଣି ଥରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଏହି ପ୍ରକ୍ରିୟାରେ ଆଶା, ଏନଏମ, ଅଙ୍ଗନବାଡି କର୍ମୀ, ଆୟୁଷ ଡାକ୍ତର ସାମିଲ ହେବେ । କରୋନା ମୁକାବିଲା କରିବା ପାଇଁ ଗଞ୍ଜମ ଜିଲ୍ଲାପାଳ ବଜୟ ଅମୃତ କୁଲାଙ୍ଗେ ଏଭଳି ପଦକ୍ଷେପ ନେଇଛନ୍ତି । ଯଦି ପୁଣି କେହି ସଂକ୍ରମିତ ଜଣାପଡନ୍ତି ତେବେ ସେମାନଙ୍କୁ କୋଭିଡ ହସ୍ପିଟାଲ ପଠାଯିବ । ଗଞ୍ଜାମରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫,୪୯୮ରେ ପଂହଚିଥିବା ବେଳେ ୧୩,୦୮୪ ସୁସ୍ଥ ହୋଇଛନ୍ତି ଓ ୨,୨୪୪ ସକ୍ରିୟ ମାମଲା ରହିଛି ।

Leave A Reply

Your email address will not be published.

one × 1 =