୧୧ ଜିଲ୍ଲାରେ ଯୁବ ନୂଆ କଂଗ୍ରେସ ସଭାପତି


ଭୁବନେଶ୍ୱର- ରାଜ୍ୟର ୧୧ଟି ଜିଲ୍ଲାରେ ଯୁବ କଂଗ୍ରେସର ନୂଆ ସଭାପତିଙ୍କୁ ନିଯୁକ୍ତି ମିଳିଛି । ମୟୂରଭଞ୍ଜ ଜିଲ୍ଲା ଯୁବ ସଭାପତି ଭାବେ ଅଂଶୁମାନ ଦାସ, ବୌଦ୍ଧ ମହେଶ୍ୱର ପ୍ରଧାନ, କେନ୍ଦୁଝର ସୁନେଶ କୁମାର ଧୀର, ଭୁବନେଶ୍ୱର ରଞ୍ଜିତ ପାତ୍ର, ଖୋର୍ଦ୍ଧା ସ୍ୱାଗତ କର, କନ୍ଧମାଳ ବସନ୍ତ କୁମାର ପାଢୀ, ଦେବଗଡ ଅମିତ କୁମାର ରଞ୍ଜିତ, ପୁରୀ ପ୍ରେମଜିତ ମହାନ୍ତି, ବାଲେଶ୍ୱର ରଞ୍ଜନ କୁମାର ଦାସ, ରାୟଗଡା ପ୍ରଦୀପ କୁମାର ସାହୁ । ସେହପିରି ବରଗଡ ଜିଲ୍ଲାର ୨ ଜଣ କାର୍ଯ୍ୟକାରୀ ସଭାପତି ସୁଶାନ୍ତ ସାହୁ ଓ ଅଭିଷେକ ସେଠଙ୍କୁ ଅବସ୍ଥାପିତ କରାଯାଇଛି । ଏତଦ ବ୍ୟତୀତ ମାନସ ରଞ୍ଜନ କର, ଅଜୟ କୁମାର ସାହୁ, ଅମ୍ରିତା ଦାସ, ବୀରେନ୍ଦ୍ର ବାଗ, ଶ୍ରୀଜିତ ମହାପାତ୍ର ଓ ସୁମିତ୍ରା ଜେନାଙ୍କୁ ମୁଖପାତ୍ର ଏବଂ ଆଦିତ୍ୟ ପ୍ରସାଦ ପରିଡାଙ୍କୁ ଲିଗାଲ ସେଲ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି ।

Leave A Reply

Your email address will not be published.

4 + fourteen =