ନୂଆଦିଲ୍ଲୀ- ଦୂତୀ ଚାନ୍ଦଙ୍କ ସମେତ ୨୭ ଜଣ ପାଇବେ ଅର୍ଜୁନ ପୁରସ୍କାର । କ୍ରୀଡା ମନ୍ତ୍ରାଳୟ ପକ୍ଷରୁ ଏନେଇ ଘୋଷଣା କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ତୀରନ୍ଦାଜରେ ଅତୁନ ଦାସ, ବ୍ୟାଡମିଂଟନରେ ସାତ୍ୱିକ ସୈରାଜ ରାଙ୍କୀରେଡ୍ଡି ଓ ଚିରାଗ ଚନ୍ଦ୍ରଶେଖର ଶେଟ୍ଟି, ବାସ୍କେଟବଲରେ ବିଶେଷ ଭୃଗୁବଂଶୀ, ବକ୍ସିଂରେ ସୁବେଦାର ମନୀଷ କୌଶଳ ଓ ଲଭଲୀନା ବୋରଗହୀ, କ୍ରିକେଟରେ ଇଶାନ୍ତ ଶର୍ମା ଓ ଦୀପ୍ତି ଶର୍ମା, ଅଶ୍ୱାରୋହଣରେ ସାୱନ୍ତ ଅଜୟ ଅନନ୍ତ, ଫୁଟବଲରେ ସନେ୍ଦଶ ଝିଙ୍ଗାନ, ଗଲ୍ଫରେ ଅଦିତି ଅଶୋକ, ହକିରେ ଆକାଶଦୀପ ସିଂ ଓ ଦୀପିକା, କବାଡିରେ ଦୀପ. ଖୋ ଖୋରେ କାଲେ ସାରିକା ସୁଧାକର, ରୋଇଂରେ ଦତୁ ବବନ ଭୋକାନାଲ, ଶୁଟିଂରେ ମନୁ ଭକେର ଓ ସୌରଭ ଚୌଧୁରୀ, ଟେବୁଲ ଟେନିସରେ ମାଧୁରିକା ସୁହାସ ପାଟକର, ଟେନିସରେ ଦିବଜି ଶରଣ, ସୀତାକାଳୀନ ଖେଳରେ ଶିବ କେଶନ ଏହି ପରସ୍କାର ପାଇବେ ।