ଅନୁପ୍ରବେଶକାରୀଙ୍କୁ ସେନାର ଏନକାଉଂଟର ପ୍ରମୁଖ ଖବର By Nyayabati Live Last updated Aug 22, 2020 232 0 ଶ୍ରୀନଗର- ଭାରତକୁ ପ୍ରବେଶ କରିବା ପାଇଁ ଉଦ୍ୟମ କରୁଥିବା ୫ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ସେନା ଏନକାଉଂଟର କରିଛି । ଏହି ଅନୁପ୍ରବେଶ କାରୀଙ୍କ ଠାରୁ ପିସ୍ତଲ ଓ ଏକେ ସିରିଜ ରାଇଫଳ ଜବତ ହୋଇଛି । ତର୍ନତାରନ ଜିଲ୍ଲାର ଡାଲ ଗାଁର ସୀମା ଦେଇ ଅନୁପ୍ରବେଶକାରୀ ଭାରତକୁ ପ୍ରବେଶ କରୁଥିଲେ । 0 232 Share