ୱାଶିଂଟନ୍- କାରୋନା ସଂଙ୍କଟ ନେଇ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରକ ଓବାମା ଓ ବର୍ତମାନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ପରସ୍ପରକୁ ଟାଗେର୍ଟ କରିଛନ୍ତି । କରୋନା ମୁକାବିଲା କରିବାରେ ଆମେରିକା ପ୍ରଶାସନ ଭୂମିକାକୁ ଓବାମା ସମାଲୋଚନା କରି ଅରାଜକ ବିପତି ବୋଲି କହିଥବା ବେଳେ ଟ୍ରମ୍ପ ଛାତ୍ରଙ୍କ ସହ ଏକ ଭିଡିଓ ଲିଙ୍କ ଆଲୋଚନା ଅବସରରେ ପାଲଟା ଆକ୍ରମଣ କରି କହିଛନ୍ତି ଯେ ଓବାମା ଜଣେ ଅଯୋଗ୍ୟ ରାଷ୍ଟ୍ରପତି ।