ଦୀର୍ଘ ୫ ମାସ ପରେ କର୍ଣ୍ଣାଟକରୁ ଉଠିଲା କଟକଣା

ବେଙ୍ଗାଲୁର- ଦୀର୍ଘ ୫ ମାସ ପରେ କର୍ଣ୍ଣାଟକରେ ଲାଗୁ ହୋଇଥିବା ସମସ୍ତ ଯାତାୟତ କଟକଣାକୁ ଆଜି ହଟାଇ ଦିଆଯାଇଛି । କରୋନା ପାଇଁ ଲାଗୁ କରାଯାଇଥିବା ଇ-ପାସ ଠାରୁ ଆରମ୍ଭ କରି ୧୪ ଦିନିଆ କ୍ୱାରେନଟାଂଇନ ନିୟମ ଏବଂ କବାରେନଟାଂଇନ ଷ୍ଟାମ୍ପ ବ୍ୟବସ୍ଥା ବି ଉଛେଦ କରାଯାଇଛି । କର୍ଣ୍ଣଟକ ଭିତରକୁ ଆସୁଥିବା ଲୋକଙ୍କୁ ଏଣିକି ଇ-ପାସ କିମ୍ବା ଅନୁମତି ଦରାକର ପଡିବନି । ସେହିପରି ବସ୍ ଷ୍ଟାଣ୍ଡ, ରେଳବାଇ ଷ୍ଟସନ ଓ ସୀମାନ୍ତ ଅଂଚଳରେ ଜାରି ରହିଥିବା ମେଡିକାଲ କେଚଅପକୁ ମଧ୍ୟ ବ୍ୟାନ କରାଯାଇଛି । ତେବେ ପୂର୍ବପରି ମାସ୍କ ବାଧ୍ୟତାମୂଳକ ରହିବ ଓ ସାମାଜିକ ଦୂରତା ପାଳନ କରିବା ନିୟମ ଜାରି ରହିବ ।

Leave A Reply

Your email address will not be published.

two × two =