ଭୁବନେଶ୍ୱର- ରାଜଧାନୀରୁ ପୁଣି ଆଜି ୩୮୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରର ୧୮୩ ଓ ୨୦୩ ଲୋକାଲ କେସ୍ ରହିଛି । ଅନ୍ୟପକ୍ଷରେ ୨୧୩ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । ଭୁବନଶ୍ୱେରରେ ମୋଟ ୮୬୪୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୧୨୪ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୩୪୭୮ ବିଭିନ୍ନ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି ଓ ୩୬ ଜଣଙ୍କ ମୃତ୍ୟୁ ହୋଇଛି ।