ହାଇକୋର୍ଟର ଦ୍ୱାରସ୍ଥ ହେଲେ ଆଦିତ୍ୟଙ୍କ ପତ୍ନୀ


ଭୁବନେଶ୍ୱର- ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଶ୍ରୀ , ବାପାା ଓ ମା ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି । ଆଦିତ୍ୟଙ୍କ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଆରମ୍ଭ ହୋଇଥିବା ବେଳେ ଆଜି ତାଙ୍କ ୩ ସହଯୋଗୀଙ୍କ ଟେଷ୍ଟ ଚାଳିଛି ।

Leave A Reply

Your email address will not be published.

4 + two =