ରାଜ୍ୟର ବିିଭନ୍ନ ନଦୀରେ ୩୨ ଘାଇ


ଭୁବନେଶ୍ୱର- ରାଜ୍ୟରେ ବିିଭିନ୍ନ ନଦୀରେ ୩୨ ଟି ଘାଇ ସଷ୍ଟି ହୋଇଛି । ଯାଜପୁରରେ କେବଳ ୨୪ ଟି ଘାଇ ହୋଇଥିବା ବେଳେ ମହାନଦୀ ସିଷ୍ଟମରେ ୨ଟି ଘାଇ ସୃଷ୍ଟି ହୋଇଛି ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ କହିଛନ୍ତି । ସୁବର୍ଣ୍ଣରେଖା, ବୁଢାବଳଙ୍ଗ, ବୈତରଣୀ ଓ ବ୍ରାହ୍ମଣୀ ନଦୀରେ ସୁଧାର ଆସିଛି । ହୀରାକୁଦରେ ଏବେ ୪୬ ଟି ଗଟେ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ଆଶ୍ୟକ ପଡିଲେ ଆଗକୁ ଆଉ ୨ଟି ଗେଟ ଖୋଲା ଯାଇପାରେ । ଏତଦ୍ ବ୍ୟତିତ ଖୋର୍ଦ୍ଧା, ପୁରୀ, କଟକ ,ଯାଜପୁର, କେନ୍ଦ୍ରାପଡା ଓ ନୟାଗଡ ଜିଳ୍ଲାକୁ ସତର୍କ ରହିବା ପାଇଁ କୁହାଯାଇଛି ।

Leave A Reply

Your email address will not be published.

eighteen − fourteen =