ଚାହିଦା ଥିବା ୮ଟି ରୁଟରେ ସପ୍ତାହର ସବୁଦିନ ଗଡିବ ମୋ ବସ୍


ଭୁବନେଶଶ୍ୱର- ଅଧିକ ଚାହିଦା ରହିଥିବା ୮ଟି ରୁଟରେ ସପ୍ତାହରେ ସବୁଦିନ ମୋ ବସ୍ ଚଳାଚଳ କରିବ । ରୁଟ ନଂ ୧୧,୧୬,୧୮,୨୦,୨୩, ୨୪,୨୫ ଓ ୩୩ ରେ ଏହି ବସ୍ ଗଡିବ । ଏନେଇ କ୍ରୁଟ ତଥା ଓଏସଆରଟିସି ପରିଚାଳନା ନିଦେ୍ର୍ଧଶକ ଅରୁଣ ବୋଥ୍ରା କହିଛନ୍ତି । ସେହିପରି ବୁଧାବାର ଠାରୁ ୨୪ଟି ରୁଟରେ ଓଏସଆରଟିସି ବସ୍ ଚଳାଚଳ କରିବ । ବସ୍ରେ ଯାତ୍ରା ସମୟରେ ସମାଜାକି ଦୂରତା ଓ ମାସ୍କ ବାଧ୍ୟତାମୂଳ । କୌଣସି ଯାତ୍ରୀ ଛିଡା ହୋଇ ଯାଇପାରିବେ ନାହିଁ । ଯାତ୍ରୀମାନେ ଡିଜିଟାଲ ପେମେଂଟ କରିବେ ।

Leave A Reply

Your email address will not be published.

fourteen + 13 =