ଆଦିତ୍ୟଙ୍କ ମୃତ୍ୟୁ ମାମଲାରେ ସାଇକୋ ଲେଡି


ଭୁବନେଶ୍ୱର- ଆଦିତ୍ୟ ଦାଶ ମୃତ୍ୟୁ ମାମଲାର ନୂଆ ଟ୍ୱିଷ୍ଟ । ଜଣେ ସାଇକୋ ଲେଡିକୁ ନେଇ ତାଙ୍କ ବାପା ଆଣିଲେ ସଙ୍ଗିନ ଅଭିଯୋଗ । ବାହାଘର ପୂର୍ବରୁ ଜଣେ ଯୁବତୀ ଆଦିତ୍ୟଙ୍କୁ ବ୍ଳାକମେଲିଂ କରୁଥିଲା । ଏ ଦିଗରେ କ୍ରାଇମବ୍ରାଂଚ ତଦନ୍ତ ନ କରୁଥିବାରୁ ସିବିଆଇ ତଦନ୍ତ ଦାବି ନେଇ ଆମେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲୁ ବୋଲି କହିଛନତି ଆଦିତ୍ୟଙ୍କ ବାପା । ସେହିପରି ଭୁବନେଶ୍ୱର ଫରେନସିକ ଲ୍ୟାବରେ ଆଦିତ୍ୟଙ୍କ ପତ୍ନୀ ଓ ତାଙ୍କ ସାଙ୍ଗକୁ ଲାଇ ଡିଟେକ୍ସନ ଟେଷ୍ଟ ସରିଛି ।


Leave A Reply

Your email address will not be published.

4 × one =