୩୬୩୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ


ଭୁବନେଶ୍ୱର- ରାଜ୍ୟରେ ପୁଣି ୩୬୩୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରର ୨୨୧୪ ଓ ସ୍ଥାନୀୟ ସଂକ୍ରମିତ ୧୪୧୭ ରହିଛି । ଆଜି ପୁଣି ଖୋର୍ଦ୍ଧାରେ ରେର୍କଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୭୨୨ ରହିଥିବା ବେଳେ କଟକରେ ୩୭୦ ରହିଛି । ସେହିପରି ଗଞ୍ଜାମରେ ୧୦୭, ଅନୁଗୁଳ ୪୧, ବାଲେଶ୍ୱର ୧୧୪, ବରଗଡ ୨୩୮, ଭଦ୍ରକ ୧୮୬, ବଲାଙ୍ଗିର ୩୯, ବୈଦ୍ଧ ୨୭, ଦେଓଗଡ ୧୧, ଗଜପତି ୯, ଜଗତସିଂହପୁର ୭୯, ଯାଜପୁର ୧୨୭, ଝାରସୁଗୁଡା ୮୦, କଳାହାଣ୍ଡି ୨୭, କନ୍ଧମାଳ ୪୪, କେନ୍ଦ୍ରାପଡା ୮୫, କେନ୍ଦୁଝର ୮୦, କୋରାପୁଟ ୯୩, ମାଲକାନଗିରି ୫୫, ମୟୂରଭଞ୍ଜ ୩୬୫, ନବରଙ୍ଗପୁର ୪୬, ନୟାଗଡ ୧୦୦, ନୂଆପଡା ୪୯, ପୁରୀ ୧୫୭, ରାୟଗଡା ୧୧୧, ସମ୍ବଲପୁର ୬୮, ସୋନପୁର ୫୦, ସୁନ୍ଦରଗଡ ୯୫ । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୩୪୧୧ ରହିଥିବା ବେଳେ ୮୪୦୭୩ ଜଣ ସୁସ୍ଥ ହୋଇଛନ୍ତି ଓ ୨୮୭୬୩ ବିିଭନ୍ନ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି ।

Leave A Reply

Your email address will not be published.

8 + two =