ଜେଲରେ କରୋନା ସଂକ୍ରମଣ ରୋକିବା ପାଇଁ ଗୃହ ବିଭାଗର ନୂଆ ଏସପିଓ


ଭୁବନେଶ୍ୱର- ଜେଲରେ କରୋନା ସଂକ୍ରମଣ ରୋକିବା ପାଇଁ ଗୃହ ବିଭାଗ ପକ୍ଷରୁ ନୂଆ ଏସପିଓ ଜାରି କରାଯାଇଛି । କୋର୍ଟରେ ହାଜର ହେବା ପୂର୍ବରୁ ଅଭିଯୁକ୍ତଙ୍କ କରୋନା ଟେଷ୍ଟ କରାଯିବ । ଯଦି ରିପୋର୍ଟ ପଜିଟିଭ ଆସେ ତେବେ ତାଙ୍କୁ କୋଭିଡ ହସ୍ପିଟାଲ ସ୍ଥାନାନ୍ତରିତ କରାଯିବ । କରୋନାରୁ ସୁସ୍ଥ ହେବାପରେ ତାଙ୍କୁ ଜେଲକୁ ସ୍ଥାନାନ୍ତରିତଳ କରାଯିବ । ଏତଦ ବ୍ୟତିତ ଜେଲକୁ ଆସୁଥିବା ନୂଆ ଅଭିଯୁକ୍ତଙ୍କ ନେଗେଟିଭ ରପୋର୍ଟ ଦାଖଲ ହେବା ଆବଶ୍ୟକ । ଜେଲ ଭିତରେ ଯେପରି କରୋନା ସଂକ୍ରମଣ ନ ବ୍ୟାପେ ସେ ଉପରେ ଦୃଷ୍ଟି ଦେବାକୁ ଜେଲ କର୍ତୃପକ୍ଷଙ୍କୁ କୁହାଯାଇଛି ।

Leave A Reply

Your email address will not be published.

4 × four =