ଜିଲାପାଳଙ୍କ କାର୍ଯ୍ୟାଳୟରେ ୨ କର୍ମଚାରୀଙ୍କୁ କରୋନା

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୨ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଯାହାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଗୁରୁବାର, ଶୁକ୍ରବାର ୨ ଦିନ ପାଇଁ ଜିଲ୍ଲାପାଳଙ୍କ ନିର୍ଦେଶରେ ବନ୍ଦ କରିଦିଆଯାଇଛି। ଆସନ୍ତା ଶନିବାର ଏବଂ ରବିବାର ଛୁଟିଥିବା ଯୋଗୁଁ ସୋମବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଖୋଲାଯିବ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.

9 − three =