ଆଜି ପୃଥିବୀ ଦେଇ ଅତିକ୍ରମ କରିବ ଉଲକାପିଣ୍ଡ


ନୂଆଦିଲ୍ଲୀ- ଆଜି ଅପରାହ୍ମଣରେ ପୃଥିବୀ ଦେଇ ଅତିକ୍ରମ କରିବ ଉଲକାପିଣ୍ଡ । ଏହା ପୃଥିବୀ ଠାରୁ ୭୭ ଲକ୍ଷ କିଲୋମିଟର ଦୂରରେ ଅତିକ୍ରମ କରିବ । ଯାହାକି ପୃଥିବୀ-ଚନ୍ଦ୍ରର ଦୂରତା ଠାରୁ ୧୯ ଗୁଣ ଦୂରତାରେ ଏହା ଅତିକ୍ରମ କରିବ । ଏହି ଉଲକାପିଣ୍ଡର ବ୍ୟାସ ୧୨୦ରୁ ୨୭୦ ରହିଛି । ବୈଜ୍ଞାନିକମାନେ ଏହି ଉଲକାପିଣ୍ଡକୁ ୨୦୧୦ରୁ ଟ୍ରକିଂ କରୁଛନ୍ତି । ପୃଥିବୀ ପୃଷ୍ଠରେ ଏହି ଉଲକା ପଡିଲେ କୌଣସି ବିପଦ ନାହିଁ ବୋଲି ନାସା ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.

one × 4 =