ଦେଶରେ ଅସମ୍ଭାଳ ସ୍ଥିତି: ଦିନକରେ ୯୦ ହଜାର ପାର କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା


ନୂଆଦିଲ୍ଲୀ- ଆଜି ଗୋଟିଏ ଦିନରେ ୯୦,୬୩୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମିଶାଇ ଦେଶରେ ମୋଟ ଆକ୍ରାନ୍ତ ସଂଖ୍ୟା ୪,୧୧୩,୮୧୧କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ୩୧,୮୦,୮୬୫ ଆରେଗ୍ୟଲାଭ କରିଥିବା ବେଳେ ୮,୬୨,୩୨୦ ସକ୍ରିୟ ମାମଲା ରହିଛି ଓ ୭୦,୬୨୬ ଜଣଙ୍କ ମୃତ୍ୟୁ ହୋଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର ବିଭାଗ କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.

17 + six =