ଆଜିଠାରୁ ମେଟ୍ରେସେବା ଆରମ୍ଭ


ନୂଆଦିଲ୍ଲୀ- କରୋନା ମହାମାରୀ ପାଇଁ ଦୀର୍ଘ ୫ମାସରୁ ଉଦ୍ଧ୍ୱ ସମୟ ଧରି ବନ୍ଦ ରହିଥିବା ମେଟ୍ରୋ ସେବା ଅଜି ପୁଣି ଥରେ ଆରମ୍ଭ ହୋଇଛି । ଯାତ୍ରା ମସମୟରେ କୋଭିଡ ଗାଇଡଲାଇନ ପାଳନ କରିବା ସହ ସାମାଜିକ ଦୂରତା ରକ୍ଷା କରିବା , ହାତ ସାନିଟାଇଜିଂଙ୍ଗ କରିବା ଓ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ କରାଯାଇଛି । ସେହପିରି ଆରେଗ୍ୟ ସେତୁ ଆପ ଡାଉନଲୋଡ କରିବା ପାଇଁ ମଧ୍ୟ କୁହାଯାଇଛି । ଏହି ସେତୁ ଆପ ଜରିଆରେ ଷ୍ଟେସନରେ ସେମାନଙ୍କ ଥର୍ମାଲ ଚେକ କରାଯିବ । ମେଟ୍ରୋ ଟ୍ରୋନ ଦିଲ୍ଲୀ ସମେତ ନୋଇଡା, ଚେନ୍ନାଇ, କୋଚି, ବେଙ୍ଗାଲୁର, ମୁମ୍ବାଇ ଲେନ-୧, ଯାଜପୁର, ହାଇଦ୍ରାବାଦ, ନାଗପୁର, କୋଲକତା, ଗୁଗୁରାଟ ଓ ଉତରପ୍ରଦେଶକୁ ଗଡିବ । କିନ୍ତୁ ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ମେଟ୍ରୋ ଚଳାଚଳ ବନ୍ଦ ରହିଛି ।

Leave A Reply

Your email address will not be published.

19 − thirteen =