ମୁମ୍ବାଇ- ଆଜି ସକାଳ ୧୦.୧୫ ମିନିଟରେ ମହାରାଷ୍ଟ୍ର ନାଶିକ ଠାରେ ଭୂକମ୍ପ  ଝଟକା ଅନୁଭବ ହୋଇଛି । ଏନସିଏସ କହିବା ଅନୁଯାୟୀ ରିକ୍ଟର ସ୍କେଲରେ  ଏହାର ତ୍ରବିତା ୨.୫ ରହିଛି । ଭୂମିକମ୍ପରେ କୌଣସି  କ୍ଷତି ହୋଇନି ବୋଲି ସୂଚନା ମିଳିଛି । ଏହାକୁ ମିଶାଇ ମହାରାଷ୍ଟ୍ରରେ ଗତ ୪ ଦିନ ଭିତରେ ୫ ଥର ଭୂମିକମ୍ପ ହୋଇଥିଲା ।