ଶ୍ରମିକ ଟ୍ରୋନ ଚାଲୁ କରିବା ପାଇଁ ରେଲମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି


ଭୁବନେଶ୍ୱର- ପୁଣିଥରେ ଶ୍ରମିକ ସ୍ପୋଶାଲ ଟ୍ରୋନ ଚାଲୁ କରିବା ପାଇଁ କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଚିଠି ଲେଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଲକଡାଉନ ପରେ ସ୍ଥିତିରେ ସୁଧାର ଆସିଛି । ତେଣୁ ଫେରିଥିବା ଶ୍ରମିକ ମାନେ ଏବେ କର୍ମକ୍ଷେତ୍ର ଆଡେ ମୁହାଁଉଛନ୍ତି । ତେବେ ଏଭଳି ସମୟରେ ଓଡିଶାରୁ ଗୁଜୁରାଟ, କର୍ଣ୍ଣାଟକ ଓ ମହାରାଷ୍ଟ୍ରକୁ ସ୍ପୋଶଲ ଟ୍ରୋନ ଚାଲୁ କରିବା ପାଇଁ କୁହାଯାଇଛି । ଫଳରେ ଶ୍ରମିକ ମାନେ ନିଜ କର୍ମକ୍ଷେତ୍ରକୁ ଯାଇପାରିବେ ଓ ପୁଣିଥରେ ନିଜ ଜୀବିକା ଫେରିପାଇବେ ବୋଲି ଧର୍ମେନ୍ଦ୍ର ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.

fifteen − eleven =