ପିତୃ ପୁରୁଷଙ୍କ ସ୍ମୃତିରେ ବୃକ୍ଷ ରୋପଣ

ଭୁବନେଶ୍ୱର : ସାମନ୍ତ୍ରାପୁର ପାଦଗୟା ସୂକ୍ଷେ୍ମଶ୍ୱର ପୁଷ୍କରିଣୀ ନିକଟରେ ସୂକ୍ଷେ୍ମଶ୍ୱର ବରିଷ୍ଠ ନାଗରିକ କମିଟି ପକ୍ଷରୁ ପିତୃ ପକ୍ଷରେ ପିତୃପୁରୁଷଙ୍କ ସ୍ମୃତିରେ ବୃକ୍ଷ ରୋପଣ କରାଯାଇଥିଲା । ଏଥିରେ ଭାରତୀୟ ଗଣତାନ୍ତ୍ରୀକ ମାନବ ଅଧିକାର ସୁରକ୍ଷା ସଂଘଠନର ସମ୍ପାଦକ ଲିଙ୍ଗରାଜ ସାହୁ ଅତିଥି ଭାବେ ଯୋଗ ଦେଇଥିଲେ । ସେ ଏହି ଅବସରରେ କହିଥିଲେ ଯେ, ବୃକ୍ଷ ରୋପଣ କେଲେ ଜଳ ସଂରକ୍ଷଣ ହେବ ।

Leave A Reply

Your email address will not be published.

15 − 11 =