ସେପ୍ଟେମ୍ବର ୧୨ରୁ ପ୍ରବାସୀଙ୍କ ପାଇଁ ସ୍ପୋଶାଲ ଟ୍ରେନ ସେବା ଆରମ୍ଭ


ଭୁବନେଶ୍ୱର- ପ୍ରବାସୀ ଓଡିଆଙ୍କ ପାଇଁ ସେପ୍ଟେମ୍ବର ୧୨ ତାରିଖରୁ ୩ଟି ସ୍ପୋଶାଲ ଟ୍ରେନ ଗଡିବ । ପୁରୀ- ଅହମ୍ମଦାବାଦ, ପୁରୀ-ଗାନ୍ଧିଧାମ ଓ ଓଖା ରୁଟରେ ଏହି ଟ୍ରେନ ଚଳାଚଳ କରିବ । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଧର୍ମେନ୍ଦ୍ର ପ୍ରଧାନ କୃତଜ୍ଞତା ଜ୍ଞାପନ କରିଛନ୍ତି । ପୂର୍ବରୁ ପ୍ରବାସୀଙ୍କ ପାଇଁ ସ୍ପେଶାଲ ଟ୍ରେନ ଚଳାଇବା ପାଇଁ ରେଳମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ଚିଠି ଲେଖିଥିଲେ ।

Leave A Reply

Your email address will not be published.

15 + 12 =