ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଗିରଫ ଦାବି


କାକଟପୁର- ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଗରଫ ଦାବି କରିଛି ବିଜେପି । କାଟକପୁର ମଙ୍ଗଳା ମାହାବିଦ୍ୟାଳୟ ଅଧ୍ୟକ୍ଷକଙ୍କ ଉପରେ ମନ୍ତ୍ରୀ ତୁଷାରକାନ୍ତିଙ୍କ ଇସାରରେ ଅସ୍ତରଙ୍ଗ ବ୍ଳକ ଅଧ୍ୟକ୍ଷ ସ୍ୱାଧୀନ ନାୟକ କଲେଜ ଅଧ୍ୟକ୍ଷକଙ୍କ ଉପରେ ଚାପ ପ୍ରଯୋଗ କରିଥିବା ବିଜେପି ଅଭିଯୋଗ କରିଛି । ଘଟଣାକୁ ନେଇ କାକଟପୁର ଥାନା ସମ୍ମୁଖରେ ୫ ଦିନ ଧରି ବିକ୍ଷୋଭ ପ୍ରଦର୍ଶନ କରିବା ସହ ମନ୍ତ୍ରୀଙ୍କ ଗିରଫ ଦାବି ସହ ମନ୍ତ୍ରୀ ପଦରୁ ବହିଷ୍କାର କରିବା ଓ ବ୍ଳକ ଅଧ୍ୟକ୍ଷକଙ୍କ ଗିରଫି କରିବାକୁ ଦାବି ହୋଇଛି । ମନ୍ତ୍ରୀଙ୍କ ଉପରେ ଲାଗିଥିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି । ବିଜେପିର ଏହା ସଡଯନ୍ତ୍ର ବୋଲି ସେ କହିଛନ୍ତି । କାକଟପୁର ମଙ୍ଗଳା ମହାବିଦ୍ୟାଳୟରେ ପୂର୍ବରୁ କାମ କରୁଥିବା ଜଣେ କିରାଣୀର ମୃତ୍ୟୁ ହେବାପରେ ତାଙ୍କ ପଦବୀରେ ତାଙ୍କ ଝିଅଙ୍କୁ ଚାକିରି ମିଳିଛି । ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଛି ।

Leave A Reply

Your email address will not be published.

8 − six =