ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଛା ପ୍ରମୁଖ ଖବର By Nyayabati Live Last updated Sep 17, 2020 137 0 ଭୁବନେଶ୍ୱର- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୦ତମ ଜନ୍ମଦିନ ଅବସିରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଛା ଜଣାଇବା ସହିତ ଶରୀର ସୁସ୍ଥ ଓ ଦୀର୍ଘଜୀବୀ ହୁଅନ୍ତୁ ବୋଲି କାମନା କରିଛନ୍ତି । 0 137 Share