ଜର ନଥିଲେ ହୋଇପାରେ କରୋନା


ଭୁବନେଶ୍ୱର- ଶରୀରରେ ଜର ନଥିଲେ ବି ହୋଇପାରେ କରୋନା । ବରିଷ୍ଠ ମେଡିସିନ ସ୍ପୋଶାଲିଷ୍ଟି ଡାକ୍ତର ନିରୋଜ ମିଶ୍ର କହିବା ଅନୁଯାୟୀ ଶୀରରେ ଜର ନଥିଲେ ମଧ୍ୟ ଆପଣଙ୍କ ଠାରେ କରୋନା ଭୂତାଣୁ ଥାଇପାରେ । ଧଇଁସଇଁ ଲାଗିଲେ, ସାମାଦ୍ୟ କାଶ ହେଲେ ଓ ପତଳା ଝାଡା ହେଲେ ଟେଷ୍ଟ କରାଇ ନେବା ସହ ଆଇସୋଲେସନରେ ରହିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ବୃଦ୍ଧି ପାଇଥିବା ବେଳେ ଗତ କିଛି ଦିନ ହେବ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଛି । ଅକ୍ଟୋବର ଦ୍ୱିତୀୟ ସପ୍ତାହ ବେଳକୁ ରାଜ୍ୟରେ କରୋନା ପ୍ରଭାବ ଧିରେଧିରେ କିମିବ । ନଭେମ୍ବର ବେଳକୁ କିମବ ବୋଲି ଜଣାପଡିଛି । ଆଗାମୀ ଦୁଇ ମାସ ଆମକୁ ସର୍ତକ ରହିବାକୁ ପଡିବ ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.

4 × two =