୨ ଦିନ ବନ୍ଦ ରହିବ ହାଇକୋର୍ଟ ପ୍ରମୁଖ ଖବର By Nyayabati Live Last updated Sep 21, 2020 194 0 କଟକ- ହାଇକୋର୍ଟର କିଛି ବିଭାଗରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଆଜି ଓ ଆସନ୍ତାକାଲି ହାଇକୋର୍ଟ ଓ ଏହାର କାର୍ଯ୍ୟଳୟ ମଧ୍ୟ ବନ୍ଦ ରହିବ । ଏନେଇ ରେଜିଷ୍ଟ୍ରାର ଜେନେରାଲ ନିଷ୍ପତି ନେଇଛନ୍ତି । ଏହି ସମୟରେ କୋର୍ଟର ପରିସରକୁ ସମ୍ପର୍ଣ୍ଣ ରୂପେ ସାନିଟାଇଜିଙ୍ଗ କରାଯିବ । 0 194 Share