ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଶୀ ତଳଷଷ୍ଠି ଯାତ୍ରାକୁ ନା

ଭୁବନେଶ୍ୱର- ଆସନ୍ତା ୨୭ ତାରିଖରେ ହବାକୁ ଥିବା ଶୀତଳଷ୍ଠ ଯାତ୍ରା ପାଇଁ ମିଳିଲାନି ଅନୁମତି । କରୋନା ଲକଡାଉନ ପାଇଁ ବିଏମସି କମିଶନର ଅନୁମତି ଦେଇ ନ ଥିବା ଜଣା ପଡିଛି । ଏହାକୁ ନେଇ ସେବାୟତ ମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ପାରମ୍ପରାକୁ ରକ୍ଷା କରାଯାଉ ବୋଲି ସେବାୟତ ମାନେ ଦାବି କରିଛନ୍ତି । ଶୀତଳ ଶୀତଳଷଷ୍ଠି ପାଇଁ ବିଏମସି କମିଶନର ଓ ଡିସିପିଙ୍କୁ ଭେଟିବେ ୪ ନିଯୋଗ ।

Leave A Reply

Your email address will not be published.

3 − one =