କଟକ ଏସସିବି ମେଡିକାଲରେ ମକ ଡ୍ରିଲ


କଟକ- ଅଗ୍ନି ନିରାପତା ବାହିନୀଙ୍କ ଦ୍ୱାରା କଟକ ଏସସିବି ମେଡିକାଲରେ ମକ ଡ୍ରିଲ ଆରମ୍ଭ ହୋଇଛି । ହସ୍ପିଟାଲରେ ନିଆଁ ଲାଗିଲେ ନିୟାକୁ କିପରି ଆୟତ କରିହେବ, ସେଠାରୁ ସମସ୍ତଙ୍କୁ କିପରି ଉଦ୍ଧାର କରିହେବ ସେ ଉପରେ ଅଭ୍ୟାସ କରାଇଛନ୍ତି ଅଗ୍ନି ନିରାପତା ବାହିନୀ । ଗତକାଲି କଟକ ଜଗତପୁର ସ୍ଥିତ ସଦଗୁରୁ କୋଭିଡ ହସ୍ପିଟାଲରେ ନିଆଁ ଲାଗିବା ପରେ ଆଜି ଭୁବନେଶ୍ୱର, କଟକ ଓ ପୁରୀର ବିଭିନ୍ନ କୋଭିଡ ହସ୍ପିଟାଲରେ ମକ ଡ୍ରିଲ ଅଭ୍ୟାସ କରାଯାଇଛି । ଭୁବନେଶ୍ୱରର ସମ, କିମ୍ସ ଓ ଆଦିତ୍ୟ ଅଶ୍ୱିନୀ ହସ୍ପିଟାଲ, କଟକର ଏସସିବି ମେଡିକାଲ ଓ ପୁରୀର ଜଗନ୍ନାଥ କୋଭିଡ ସେଂଟର. ଗୋପବନ୍ଧୁ ଆର୍ୟୁରବେଦିକ କୋଭିଡ ସେଂଟର ଓ ଆଇଡିଏଚ୍ କୋଭିଡ ମେଡିକାଲରେ ଏହି ମକ ଡ୍ରିଲ ହୋଇଥିଲା ।

Leave A Reply

Your email address will not be published.

11 − five =