ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ହେଲା ମୌସୁମୀ ଅଧିବେଶନ


ନୂଆଦିଲ୍ଲୀ- ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ହେଲା ରାଜ୍ୟସଭାର ମୌସୁମୀ ଅଧିବେଶନ ।ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ଅଧିବେଶନ ଚାଲିବାକୁ ସ୍ଥିର ହୋଇଥିଲେ ହେଁ ସାସସଦ ମାନେ କରୋନା ସଂକ୍ରମିତ ହେଉଥିବା ଦେଖି ଗୃହର ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ରାଜ୍ୟସଭାକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି । ଆଜି ଶେଷ ଦିନରେ ସଂସଦର ତିନୋଟି ପ୍ରମୁଖ ଶ୍ରମ ସଂସ୍କାର ବିଲ ଅନୁମୋଦନ ହୋଇଛି । ଚଳିତ ବର୍ଷ ଅଧିବେଶନରେ ମୋଟ ୯୬ ପ୍ରତିଶତ କାର୍ଯ୍ୟ ହୋଇଛି ବୋଲି ଏମ ଭେଙ୍କୟା ନାଇଡୁ କହିଛନ୍ତି ।

Leave A Reply

Your email address will not be published.

11 + twelve =