ଅକ୍ଟୋବର ୨୨ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହେପାଜତକୁ ଗଲେ ଉମର ଖାଲିଦ


ନୂଆଦିଲ୍ଲୀ- ସିଏଏ ଏବଂ ଏନଆରସିକୁ ବିରୋଧ କରି ଦଙ୍ଗା ସୃଷ୍ଟି କରିଥିବା ଜେଏନୟୁର ପୂର୍ବତନ ଛାତ୍ର ନେତା ଉମର ଖାଲିଦଙ୍କୁ ଦିଲ୍ଲୀ କୋର୍ଟ ଅକ୍ଟୋବର ୨୨ ପର୍ଯ୍ୟନ୍ତ ବିଭାଗୀୟ ହେପାଜତକୁ ପଠାଇଛନ୍ତି । ଦିଲ୍ଲୀ ପୋଲିସ କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗ୍ରସ୍ତ ସମୟରେ ଖାଲିଦ ଅନେକ ଗୋଷ୍ଠୀ ସହ ମିଶି ଦିଲ୍ଲୀରେ ରାସ୍ତା ଅବରୋଧ କରିଥିଲେ ।

Leave A Reply

Your email address will not be published.

15 − 8 =