ଫିଟ ଇଣ୍ଡିଆ ମୁଭମେଂଟକୁ ବର୍ଷେ


ନୂଆଦିଲ୍ଲୀ- ଫିଟ ଇଣ୍ଡିଆ ମୁଭମେଂଟର ପ୍ରଥମ ବାର୍ଷିକୀ ଅବସରରେ ଦେଶବାସୀଙ୍କୁ ସମ୍ବୋଧନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶକୁ ଫିଟ ରହିବା ପାଇଁ ଅନୁପ୍ରାଣିତ କରୁଥିବା ବ୍ୟକ୍ତିତ୍ୱ ଏହି କାର୍ଯ୍ୟକ୍ରମରେ ଯୋଡି ହୋଇଥିଲେ । କରୋନା ମହାମାରୀ ପାଇଁ ଭର୍ଚୁଆଲ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି ଏବଂ ମଡେଲ ଅଭିନେତା ମିଲିନ୍ଦ ସୋମନାଙ୍କ ସମେତ ମହିଳା ଫୁଟବଲର ଆଫଶାନ ଆଶିକ, ପାରାଲିମ୍ପିଆନ ଦେବେନ୍ଦ୍ର ଜାଜରିଆଙ୍କ ପରି ଜଣାଶୁଣା ବ୍ୟକ୍ତି ଏହି ଇଭେଂଟରେ ଯୋଗ ଦେଇ ନିଜ ଫିଟନେସର ରାଜ କହିଥିଲେ ।

Leave A Reply

Your email address will not be published.

9 − four =