କରୋନାରେ ଆଖିବୁଜିଲେ ୧୬ ଜଣ ଆକ୍ରାନ୍ତ ପ୍ରମୁଖ ଖବର By Nyayabati Live Last updated Sep 28, 2020 229 0 ଭୁବନେଶ୍ୱର- ଆଜି ୧୬ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୮୧୩ରେ ପଂହଚିଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । 0 229 Share