ୟୁପିଏସସି ପରୀକ୍ଷାକୁ ନେଇ ଦ୍ୱନ୍ଧ


ନୂଆଦିଲ୍ଲୀ- କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ଯୋଗୁଁ ଅକ୍ଟୋବର ଚାରି ତାରିଖରେ ହେବାକୁ ଥିବା ୟୁପିଏସସି ପ୍ରିଲମ ପରୀକ୍ଷାକୁ ଘୁଚାଂଇବା ପାଇଁ ସୁପ୍ରିମକୋର୍ଟରେ ଏକ ଆବେଦନ ହୋଇଛି । ପରୀକ୍ଷା ଘୁଂଚାଇବା ନେଇ ୟୁପିଏସସି ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଏବେ ପରୀକ୍ଷା ସ୍ଥଗିତ ରଖିବା ଅସମ୍ଭବ କାରଣ ଏଥିପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା ସରିଛି । ତେବେ ଆସନ୍ତା ୩୦ ତାରିଖରେ କୋର୍ଟ ଏହି ମାମଲାର ପରବର୍ତୀ ଶୁଣାଣି କରିବେ ।

Leave A Reply

Your email address will not be published.

5 + 6 =