ବାଲେଶ୍ୱର/ତିର୍ତ୍ତୋଲ : ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ମଙ୍ଗଳବାର ଭୋଟିଂ ଜାରି ରହିଛି। କୋଭିଡ କଟକଣା ମଧ୍ୟରେ ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଛି। ଥମ୍ରାଲ ସ୍କିନିଂ ପରେ ଭୋଟରମାନେ ମତଦାନ ସାବ୍ୟେସ୍ତ କରୁଛନ୍ତି। ୧୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୪ଲକ୍ଷ ଭୋଟର। ସନ୍ଧ୍ୟା ୬ଟା ଯାଏଁ ଭୋଟରମାନେ ମତାଧିକାର ସାବ୍ୟସ୍ତ କରିପାରିବେ।