ଗଣମାଧ୍ୟମର କଣ୍ଠରୋଧ କଲେ ବିରୋଧ କରାଯିବ: ଶାହ

ନୂଆଦିଲ୍ଲୀ : ଆଜି ଜାତୀୟ ପ୍ରେସ ଦିବସ । ଏହି ଅବସରରେ ଗୃହମନ୍ତ୍ରୀ ଅମିତ ଶାହ ଟ୍ୱିଟ୍ କରି ଦେଶର ସାମ୍ୱାଦିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦେଶକୁ ମଜବୁତ କରିବାରେ ମିଡିଆର ଅବଦାନ ରହିଛି। ମୋଦି ସରକାର ଗଣମାଧ୍ୟମର ସ୍ୱାଧୀନତାକୁ ସୁରକ୍ଷା ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ। ଯେଉଁମାନେ ମିଡିଆର କଣ୍ଠରୋଧ କରିବାକୁ ପ୍ରୟାସ କରିବେ ସେମାନଙ୍କୁ ଦୃଢ଼ ବିରୋଧ କରାଯିବ ବୋଲି କହିଛନ୍ତି। ଏହି ଅବସରରେ କୋଭିଡ ବେଳେ ମିଡିଆର ଅବଦାନକୁ ପ୍ରଶଂସା କରିଛନ୍ତି।

Leave A Reply

Your email address will not be published.

9 − two =