ଆଗାମୀ ୧ ମାସ ଗୁରୁତ୍ୱ ପୂର୍ଣ୍ଣ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର- କରୋନା ସ୍ଥତି ପରକ୍ଷୀ ଆଗାମୀ ୧୫ ଦିନରୁ ୧ ମାସ ପର୍ଯ୍ୟନ୍ତ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମାସ୍କ ଓ ସାମାଜିକ ଦୂରତ୍ୱକୁ ମଧ୍ୟ ଗୁରୁତ୍ୱ ଦେଇଛନ୍ତି । ରେଳଚଳାଚଳ ଓ ବିମାନ ସେବା ଆରମ୍ଭ ହୋଇଥିବାରୁ ସଂକ୍ରମଣର ଆଶଙ୍କା କରାଯାଉଛି । ତେଣୁ ଆମେ ନିଜକୁ ନିଜ ସୁରକ୍ଷିତ ରହିବା ସହ ସଂକ୍ରମଣକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିବା । ଯାହା ଫଳରେ ଆମେ ପୁଣି ଥିରେ ପୂର୍ବ ଅବସ୍ଥାକୁ ଫେରିବା ।

Leave A Reply

Your email address will not be published.

16 + seven =