ପରୀ ହତ୍ୟା: ବାବୁଲି ନାୟକଙ୍କୁ ଏସଆଇଟିର ଜେରା ରାଜ୍ୟ By Nyayabati Live Last updated Dec 4, 2020 136 0 ନୟାଗଡ଼:ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ମାମଲାରେ ସ୍ୱତନ୍ତ୍ର ତଦନ୍ତକାରି ଟିମ୍ (ଏସଆଇଟୀ) ଆଜି ପୁଣି ବାବୁଲି ନାୟକଙ୍କୁ ଜେରା କରିଛି । ଏସଆଇଟି ଯଦୁପୁର ଗ୍ରାମରେ ତାର ଘରେ ଜେରା କରିଛି । ଏସଆଇଟି ତଦନ୍ତ ଦାଇତ୍ୱ ନେବା ପରେ ବାବୁଲିକୁ ଏହା ହେଉଛି ଦ୍ୱିତୀୟ ଥର ପାଇଁ ଜେରା । 0 136 Share