୧୯ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଗଛ ନଷ୍ଟ କଲେ ଅବକାରୀ ଓ ବନ ବିଭାଗ

ମୋହନା: ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତପନ କୁମାର ପଟ୍ଟନାୟକ ନିଦେ୍ର୍ଧଶକ୍ରମେ ରା.ଉଦୟଗିରି ଏସଡିପିିଓ ଦିଲ୍ଲିପ କୁମାର ନାୟକଙ୍କ ତତ୍ୱବଧାନ ଓ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକଙ୍କ ନେତୃତ୍ୱରେ ମୋହନା ଥାନା ଅନ୍ତର୍ଗତ କଳାମେରୀ ମୌଜା ମଧୁରଆର, ଗ୍ରାମ ନିକଟ ଦୁର୍ଗମ ପାହାଡ ଜଙ୍ଗଲ ଜମିରେ ୯୫ ଏକର ପରିମିତ ସ୍ଥାନରେ ବେଆଇନ ଭାବେ ଜାଷ କରାଯାଇଥିବା ୧୯ କୋଟିରୁ ଉଦ୍ଧ୍ୱର୍ ଟଙ୍କା ମୂଲ୍ୟର ଗଞ୍ଜେଇ ଗଛକୁ କଟର ମେସିନ ସାହାର୍ଯ୍ୟରେ କାଟି ପୋଡି ନଷ୍ଟ କରିଥିଲେ । ଏହି ଅଭିଯାନରେ ଅବକାରୀ ବିଭାଗ , ରାଜସ୍ୱ ବିଭାଗ, ବନ ବିଭାଗ ଓ ପୁଲିସ କର୍ମଚାରୀମାନେ ସାମିଲ ଥିଲେ ।

Leave A Reply

Your email address will not be published.

2 × five =