ପଦ୍ମଶ୍ରୀ ଡି.ପ୍ରକାଶ ରାଓଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ

କଟକ: ପଦ୍ମଶ୍ରୀ ଡି.ପ୍ରକାଶ ରାଓ ପୁଣିଥରେ ବ୍ରେନଷ୍ଟେ୍ରାକର ଶିକାର ହୋଇଥିବା ଏସ୍ସିବି ମେଡିସିନ ବିଭାଗର ମୁଖ୍ୟ ତଥା ପ୍ରକାଶଙ୍କ  ଚିକିତ୍ସା  ପାଇଁ ଗଠିତ ବିଶେଷଜ୍ଞ ଟିମ୍ର ମୁଖ୍ୟ ଡାକ୍ତର ଜୟନ୍ତ ପଣ୍ଡା ସୂଚନା ଦେଇଛନ୍ତି ।ସେ ନିକଟରେ କରୋନାରେ ଆକ୍ରାନ୍ତ ହୋଇ ଏସ୍ସିବିରେ ଚିକିତ୍ସିତ  ହେଉଥିବା ବେଳେ ଥରେ ବ୍ରେନଷ୍ଟେ୍ରାକର ଶିକାର ହୋଇଥିଲେ ବର୍ତମାନ ରାଓଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ସୂଚନା ମିଳିଛି । ଏବେ ତାଙ୍କୁ ଆଇସିୟୁରେ ରାଖାଯାଇଛି

Leave A Reply

Your email address will not be published.

20 + sixteen =