ରାଜ୍ୟକୁ ଆସିବ ୩ଲକ୍ଷ ୨୮ ହଜାର ଟିକା ପ୍ରମୁଖ ଖବରରାଜ୍ୟ By Nyayabati Live Last updated Jan 10, 2021 158 0 ଭୁବନେଶ୍ୱର: କରୋନା ଟିକା କରଣ ପାଇଁ ରାଜ୍ୟକୁ ୩ଲ୪ ୨୮ ହଜାର ଟିକା ଆସିବ ବୋଲି ଡିଏମଏଲଟି ନିଦେ୍ର୍ଧଶକ ସିବିକେ ମହାନ୍ତି କହିଛନ୍ତି । ଟିକା ମିଳିବା ପରେ ତତ୍କ୍ଷଣାତ୍ ଟିକା ଦାନ ଆରମ୍ଭ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି ବୋଲି ସେ କହିଛନ୍ତି । 0 158 Share